କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧ ଡାଇରିଆ ଆକ୍ରାନ୍ତଙ୍କୁ ଭର୍ତ୍ତି

କୋରାପୁଟ: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଫେରିଲା ପରେ ଓଡ଼ିଶାର ୧୧ ଜଣ ଶ୍ରଦ୍ଧାଳୁ ଡାଇରିଆର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ କୋରାପୁଟ ଜିଲ୍ଲା କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ୨୮ ଜଣ ତୀର୍ଥଯାତ୍ରୀ ଗତ ୧ ତାରିଖ ଦିନ ଆଯୋଧ୍ୟା ଅଭିମୁଖେ ବାହାରି ଥିଲେ। ତୀର୍ଥଯାତ୍ରୀମାନେ ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିଥିଲେ। ସେହିପରି ସେମାନେ ଅନ୍ୟ ତୀର୍ଥ ସ୍ଥଳୀକୁ ମଧ୍ୟ … Continue reading କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧ ଡାଇରିଆ ଆକ୍ରାନ୍ତଙ୍କୁ ଭର୍ତ୍ତି